ତେଲେଙ୍ଗାନା ପୋଲିସକୁ ଆକ୍ରମଣ

ହାଇଦ୍ରାବାଦରୁ ତେଲେଙ୍ଗାନା ସ୍ପେଶାଲ ପୋଲିସ ଟିମ ଆସି ସାନଖେମୁଣ୍ଡି ପାଟପୁର ଥାନା ଡେଙ୍ଗାଡି ରେ ଜଣେ ଅଭିଯୁକ୍ତକୁ ଧରି ପଚାରାଉଚାରା କରିବା ସମୟରେ ପିଲାଚୋର ଭାବି ଗ୍ରାମବାସୀ ଆକ୍ରମଣ କରିଛନ୍ତି । ତେଲେଙ୍ଗାନା ପୋଲିସ ଘଟଣା ସ୍ଥଳକୁ ବିନା ପୋଲିସ ୟୁନିଫର୍ମରେ ଆସିଥିବା ଯୋଗୁୃଁ ଗ୍ରାମବାସୀ ପିଲାଚୋର ଭାବି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । । ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତେଲେଙ୍ଗନା ପୋଲିସ କୁ ଉଦ୍ଧାର କରି ଆଡପଡା ମେଡିକାଲରେ ଭର୍ତ୍ତିକରିଛି । ପାଟପୁର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚାରାଉଚାରା ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ