ଗଂଜାମ ଜିଲ୍ଲା ସୋରଡା ରେ ଚାଲିଛି ବେଆଇନ ଇଟାଭାଟି
ଦୀର୍ଘ ବର୍ଷ ହେଲା ଚାଲିଛି ଏହି ବେଆଇନ ଇଟାଭାଟି ଖାସ କରି ସୋରଡ଼ା ବ୍ଲକ ର ଗାଜଲବାଡୀ ରେ ଖୁଦ ସରପଞ୍ଚ ଙ୍କ ପୁଅ ଚଳେଇ ଛନ୍ତି ସେଠି ବେଆଇନ ଇଟାଭାଟି ।କିନ୍ତୁ ପ୍ରଶ୍ନ ଉଠୁଛି କି ଏସବୁ ବେଆଇନ ଭାବେ ଗୁଣ୍ଡା ରାଜ କରୁଥିବା ଇଟା ମାଫିଆ ଙ୍କ ଉପରେ କାହିଁକି ପଡୁନି ଆଜିଯାଏ ପ୍ରଶାସନ ର ଦୃଷ୍ଟି ।ଲକ୍ଷ ଲକ୍ଷ ଟଙ୍କାର ଏଠି ରାଜସ୍ବ କୁ ହରିଲୁଟ କରାଯାଉଛି।କାହିଁକି ରହିଛି ପ୍ରଶାସନ ଚୁପ କଣ ରହିଛି ପ୍ରଶାସନ ର ଦୁର୍ବଳତା। ସାଧାରଣ ଜାଣତରେ ସବୁଠି ଏହି ପ୍ରଶ୍ନ ଉଙ୍କି ମାରୁଛି।ଯଦି ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ ନିଜ କାର୍ୟ୍ୟ ସୁଚାରୁ ରୁପେ ତୁଲେଇ ଥାନ୍ତେ ତାହେଲେ ଆଜି ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହୋଇନଥାନ୍ତା।