ପ୍ରେମି ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଚଡିଆପାରା ଗ୍ରାମର ଏକ ଶାଳ ଗଛରୁ ପ୍ରେମି ଯୁଗଳଙ୍କ ମୃତଦେହ ଉଦ୍ଧାର କରିଛି କୁନ୍ଦେଇ ପୋଲିସ । ମୃତ ଯୁବକ ଜଣକ ଉକ୍ତ ଗ୍ରାମର କିରି ଗଣ୍ଡଙ୍କ ପୁଅ ଅମଲସିଂ ଗଣ୍ଡ ଏବଂ ପର୍ଶୁ ଗଣ୍ଡଙ୍କ ଝିଅ ବୋଲି ଜଣାପଡିଛି । ଆତ୍ମହତ୍ୟା ର କାରଣ ଜଣାପଡି ନ ଥିବାବେଳେ କୁନ୍ଦେଇ ପୋଲିସ ଉକ୍ତ ଗ୍ରାମକୁ ଯାଇ ମୃତଦେହ ଦୁଇଟି କୁ ଯବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ