ଓଲଟି ପଡ଼ିଥିବା ଆଖୁ ଗାଡ଼ିକୁ ଉଦ୍ଧାରବେଳେ ଆଇଆଇସି ଗୁରୁତର

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍): ଜଙ୍କିଆ ଥାନା ସମ୍ମୁଖରେ ଗତକାଲି ରାତିରେ ଏକ ଆଖୁ ବୋଝେଇ ମିନି ଟ୍ରକ୍ ଓଲଟି ପଡ଼ିଥିଲା । ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା ଉଦ୍ଧାର କରିବାକୁ ୧୬ ନଂ ଜାତୀୟ ରାଜପଥରେ ଠିଆ ହୋଇଥିବାବେଳେ ହଠାତ୍ ଏକ ଟ୍ରକ୍ ଆସିଯିବାରୁ ଆଇଆଇସି ଛିଟିକି ପଡ଼ିବାରୁ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି । ଉକ୍ତ ଦୁଇଟି ଗାଡ଼ିକୁ ପୁଲିସ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ