କଳିଙ୍ଗା ଘାଟି ଠାରେ ପାଣି ବୋତଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ଭଞ୍ଜନଗର (ଯୁଗାଦ୍ଦ ନ୍ୟୁଜ), ଭଞ୍ଜନଗର ଥାନା କଳିଙ୍ଗା ଘାଟି ଠାରେ ପାଣି ବୋତଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଟ୍ରକଟି ଫୁଲବାଣୀ ଠାରୁ ଭଞ୍ଜନଗର ଆସୁଥିବା ବେଳେ ଅନ୍ଧାରକୋଠୀ ନିକଟରରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବଡ଼ ପଥରରେ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ଟ୍ରକଟିର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ