ବିବାହ ଭାଙ୍ଗି ଯିବାରୁ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର:(ଶିବରାମ)ପ୍ରେସ କ୍ଲବ ସାମ୍ନାରେ ଆଜି ଜଣେ ଯୁବକ କୌଣସି ଧାରୁଆ ଅସ୍ତ୍ର ରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।ପୋଲିସ ଖବରପାଇ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲା। ଯୁବକ ଜଣକ ଜଗନ୍ନାଥ ପ୍ରସାଦ ବ୍ଲକ ଗୁପ୍ତ ପଲ୍ଲୀ ଗ୍ରାମରମାଗୁଣି ସେନାପତି ଙ୍କ ପୁଅ ରିକୁ ସେନାପତି ବୋଲି ଜଣାପଡିଛି।ରିକୁ ର ବାହାଘର କରଡ଼ା ବାଡ଼ି ଗ୍ରାମରେ ସ୍ଥିର ହୋଇଥିଲା।ହେଲେ କୌଣସି କାରଣରୁ ତାହା ଭାଙ୍ଗି ଯିବାରୁ ରିକୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ