ଅପମିଶ୍ରିତ ତେଲ ପ୍ରସ୍ତୁତି ଅଭିଯୋଗ

କୁକୁଡାଖଣ୍ଡି : ସଦରଥାନା ଅନ୍ତଗତ ଆମ୍ବଗଡ ମୁଖ୍ୟରାସ୍ତାରେ ଦୁଇଟି ସ୍ଥାନରେ ଏକ ଘରେ ଆନ୍ଧ୍ରାରୁ ଟ୍ୟାକଂର ଯୋଗେ ଖାଇବା ତେଲ ଆଣି ଏକ ବ୍ରାଣ୍ଡର ଟିଣ ଡବାରେ ତେଲ ପ୍ୟାକ୍ କରି ବ୍ରହ୍ମପୁର ବଜାରକୁ ଛଡାଯାଉଛି । ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି ଅଭିଯୋଗ ଆସିବା ପରେ ପ୍ରଶାସନ ପଷରୁ କୌଣସି ପଦଷେପ ଗ୍ରହଣ କରାଯାଇନାହିଁ । ମୁଖ୍ୟ ରାସ୍ତାକଡରେ ଏପରି କାରବାର ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ଅନୁସନ୍ଧାନ କରିବା ସହ ଆବଶ୍ୟକ କାର୍ଜ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳ ବାସି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ