ଭୁବନେଶ୍ବର ବାସିନ୍ଦାଙ୍କ ଘରେ ମିଳିବ ରାସନ

ଭୁବନେଶ୍ବର: ବର୍ତ୍ତମାନ ଘରୁ ବାହାରି ରାସନ କିଣିବା ଭାରି କଷ୍ଟକର ବ୍ୟାପାର। କାରଣ ଗୋଟିଏ ପଟେ ସରକାର କହୁଛନ୍ତି କେହି ଏକାଠି ହୁଅନି, ଅନ୍ୟପଟେ କହୁଛନ୍ତି ରାସନ ଦୋକାନ ଖୋଲା ଅଛି। ତେବେ ଏହି ଅସୁବିଧାକୁ ଦୂର କରିବା ପାଇଁ ବର୍ତ୍ତମାନ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡିଛି। ନିଗମ ତରଫରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପାଇଁ ପ୍ରତିଷ୍ଠିତ ତେଜରାତି ମଲ ସହିତ ବୁଝାମଣା କରିଛି। ବୁଝାମଣା ଅନୁସାରେ ଆପଣ ସେହି ମଲକୁ ଫୋନ କଲେ ତାଙ୍କ ଡେଲିଭରୀ ବଏ ସମସ୍ତ ଜିନିଷ ଆପଣଙ୍କ ଘରେ ଦେଇ ଦେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ