ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଚମ୍ପୁଆ ବିଧାୟିକା

ଯୋଡା:କରୋନା ସଂକ୍ରମଣ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗତ ୨୫ ତାରିଖରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ତାଙ୍କର ତିନି ମାସର ଦରମା ପ୍ରଦାନ କରିଛନ୍ତି । ବିଧାୟିକା ଶ୍ରୀମତୀ ମହାନ୍ତ ତାଙ୍କ ତିନି ମାସର ଦରମା ବାବଦକୁ ୧ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ