କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ

ଯାଜପୁର:ଯାଜପୁର ରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଆଜି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ୫ ହଜାର ଟଙ୍କା ଏବଂ କୋରେଇ ବ୍ଲକ ବନ୍ଦାଳର ସମିତି ସଭ୍ୟ ନିଳାଦ୍ରି ଭୁଷଣ ସାହୁ ନିଜର ୬ମାସର ଦରମା ପ୍ରଦାନ କରିଛନ୍ତି । ଏହି ଅର୍ଥ ଜିଲାର କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ।ଏହି ବଦାନ୍ୟ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ଅନ୍ୟ ମାନଙ୍କୁ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ