କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନରୁ ପିଏମ କେଆର ପାଣ୍ଠିକୁ ୪୩୦ କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ଏବଂ ଏଥିରେ ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ପ୍ରତିଷ୍ଠାନ ଓ ସରକାରୀ କର୍ତ୍ତୃତ୍ଵାଧୀନ ବ୍ୟାଙ୍କ/ଉଦ୍ୟୋଗ କର୍ମଚାରୀମାନେ ଆଗେଇ ଆସି ସେମାନଙ୍କ ଗୋଟିଏ ଦିନର ଦରମା ସହିତ ସିଏସଆର ଅନ୍ତର୍ଗତ କର୍ମଚାରୀମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ ୪୩୦ କୋଟି ୧୩ ଲକ୍ଷ ଟଙ୍କା ଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ