ମୋହନା ରେ ନୂଆ ନିୟମ ରାସ୍ତଘାଟ ଜନ ଶୂନ୍ୟ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଥିବା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ ଘଟି ଥିବା ବେଳେ ଆଖି ଆଗରେ ରଖି ଜିଲ୍ଲାପାଳ ଅନୁପମ ସାହ ଓ ଏସପି ସାରାଶର୍ମା ମିଳିତ ଉଦ୍ୟମରେ କଡ଼ା କଡ଼ି ନିୟମ କରାଯାଇଛି ଆଇନ ନିୟମ କୁ ଜିଲ୍ଲାରେ କୌଣସି ଦୋକାନ ବଜାର ସକାଳ ୬ ଟାରେ ଖୁଲି୧୦ଟାରେ ବନ୍ଦ ହାଇଥିଲା ଗାଡି ଘୁଡା ସମ୍ପୁନ ବନ୍ଦ ହଇଛି ଲୋକେ ମଧ୍ୟ୍ୟ ଆଇନ ନିୟମ ନ ମାନି ଘରୁ ବାହାରୁଛନ୍ତି ପୋଲିସି ପକ୍ଷ୍ୟରୁ ସବୁ ଛକ ବଜାରରେ ପୋଲିସି ମୁତୟନ କରାଯାଇଛି ଲୁହାଗୁଡି, ଚାନ୍ଦିପୁଟ, ଚନ୍ଦ୍ରଗିରି, ଆଦି ବିଭିନ ସ୍ଥାନକୁ ବ୍ଲକ କରିଦିଆଯାଇଛି ସନ୍ଧ୍ୟାରେ ୫ଟାରେ ଦୁକାନ ଖୁଲି ଫୁଣି୭ଟାରେ ବନ୍ଦ ହେବ କୌଣସି ବ୍ୟକ୍ତି ବିନା କାରଣରେ ବାହାରକୁ ନୋ ବାହାରିବାକୁ ଥାନା ଅଧିକାରୀ ସୁଜିତ କୁମାର ନାୟକ, ତସିଲି ଦାର କଲୟଣୀ ସଙ୍ଗମିତ୍ର ଦେବୀ ଅନୁରଧ କରିଛନ୍ତି ଏବଂ କୌଣସି ପାସ ଆଉ କାମ ଦେବନି ବୋଲି ଜିଲ୍ଲାପାଳ କହିଛନ୍ତି ଏଇ ନିୟମକୁ ଯିଏ ଭାଙ୍ଗିବ ତାକୁ ଆଇନ ଅନୁଯାଇ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ଜଣା ପଡ଼ିଛି ପ୍ରକାଶ ଥାଉକି ସୁବୁ ଜନସାଧାରଣ ଏଇ ନିୟମକୁ ନ ମାନୁଥିବା ବେଳେ ବ୍ଲକ ର କିଛି ଗ୍ରାମ ସେବକ ଓ କର୍ମଚାରୀ ମାନୁନାହାନ୍ତି ତେଣୁ ଏଥିପ୍ରତି ଜିଲ୍ଲାଅଧିକାରୀ ନଜର ଦେବା ଆବଶ୍ୟକତା ବୋଲି ଅଞ୍ଚଳ ବାସି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ