ନୟାହାଟ (ଜୁଗାବ୍ଦ ନ୍ୟୁଜ୍): ନୟାହାଟ ଫାଣ୍ଡି ଅନ୍ତର୍ଗତ କଦମ୍ବପାଟଣା ଗ୍ରାମର ପ୍ରକାଶ ପାଳନଙ୍କ ପାନ ବରଜକୁ ଦୁର୍ବୃତ୍ତମାନେ କାଟି ନେଇଥିବାବେଳେ ସେହି ଗ୍ରାମର କୈଳାସ ପାଳ ଓ ପ୍ରମୋଦ କୁମାର ସ୍ୱାଇଁଙ୍କ ବିଦ୍ୟୁତ୍ ସର୍ଭିସ୍ ତାରକୁ ଚୋରି କରି ନେଇଯାଇଥିବା ଜଣାପଡ଼ିଛି । ଏନେଇ ଫାଣ୍ଡିଅରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।