ଆଜି ଓଭାଲରେ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରଲିଆ

ଆନ୍ତର୍ଜାତିକ କ୍ରିକଟେ ପରିଷଦ ଦ୍ୱାରା ପରିଚାଳିତ ମ୍ୟାଚରେ ଆଜି ଅଷ୍ଟ୍ରେଲିଆକୁ ଭେଟୁଛି ଟିମ ଇଣ୍ଡିଆ । ଓଭାଲରେ ଖେଳାଯାଥିବା ଏହି ମ୍ୟାଚରେ ମ୍ୟାନ ଇନ ବ୍ଲ୍ୟୁ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ବିଶ୍ୱକପରେ ପାଞ୍ଚଥରର ଚମ୍ପିଆନ ଅଷ୍ଟ୍ରଲିଆକୁ ମାତ ଦବାପାଇଁ ଶେଷ ରଣନୀତି ପ୍ରସ୍ତୁତ କରିଛି ଭାରତ । ଟିମ ୧୧ରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ ଅଷ୍ଟ୍ରଲିଆ ଦଳ ମଧ୍ୟ କୌଣସି ପରିବର୍ତ୍ତନ କରିନାହିଁ । କ୍ରିକେଟ ସମୀକ୍ଷକ ଙ୍କ ମତରେ ପିଚରେ ଘାସ ଥିବାରୁ ରପ୍ରଥମ ବ୍ୟାଟିଂ ନିଷ୍ପତ୍ତି ପିଟ କିଭଳି ହେବ ଭାବି ବିରାଟ ବାହିନି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଟିମ ଞ୍ବାର୍ଲଡ କପରେ ୧୧ଥର ସାମ୍ନା ସାମ୍ନି ହୋଇଥିବାବେଳେ ଭାରତ ତିନୋଟେି ୩ଟି ମ୍ୟାଚରେ ବିôଡଜ. ଔାସଲବ କରିଥିୂବାବେଳେ କଙ୍ଗାରୁ ଟିମ ୮ଟିରେ ବାଜିମାତ କରିଥିଲା । ତେବେ ଏବେ ଦେଖିବାକୁ ବାକି ରହିଲା ଆଜିର ମ୍ୟାଚରେ କିଏ ବାଜମାତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ