ଯାଯାବରଙ୍କୁ ଅଣଦେଖା କରୁଛନ୍ତି ପଞ୍ଚାୟତ ପ୍ରଶାସନ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଦୀପ ତଳେ ଅନ୍ଧାର ଏପରି ଦୃଶ୍ୟ ଦେଖିବା କୁ ମିଳିଛି ମୋହନା ପଞ୍ଚାୟତରେ ରାଜ୍ୟ ସରକାର ଲୋକଡ଼ାଉନ ପାଇଁ ନିରୀହ ଲୋକଙ୍କୁ ଖାଇବା ଦେବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏହାର ଅଣ ଦେଖା କରିଛନ୍ତି କିଛି ପଞ୍ଚାୟତବାସୀ ବାହାର ରାଜ୍ୟରୁ ଆସି ଓଡିଶା ରେ ପେଟ ପୋଷିବା ପାଇଁ ବିଭିନ କାମ କରନ୍ତି ଯାଯାବର ମାନେ କିନ୍ତୁ ଲୋକଡ଼ାଉନ ଯୋଗୁ ଫସି ରହିଛନ୍ତି ଯାଯାବର ମାନେ ତାଙ୍କୁ ଖାଇବା ପାଇଁ ଦେବା କୁ ଜିଲ୍ଲା ପ୍ରଶାସନ କହିଥିବା ବେଳେ ମୋହନା ରେ ଥିବା ରାଜସ୍ଥାନର ୭ପରିବାର ଓ ବିହାର ର ୮ଜଣ ପସିଛନ୍ତି ସେମାନେ ଖାଇବା ପାଇଁ ପଞ୍ଚାୟତକୁ ଗଲେ ରୋଷେଇ କରୁଥିବା ମାସଙ୍ଘ ଓ ପଞ୍ଚାୟତର କର୍ମଚାରୀ ତାଙ୍କୁ ଦୃବ୍ୟବହାର କରୁଛନ୍ତି କହୁଛନ୍ତି ଇଛା ହେଲେ ଖାଓ ନହଲେ ନାହିଁ ବୋଲି କହିବା ସହ କାଲିଠୁ ଖାଇବା କୁ ଦିଆ ଯିବନି କହୁଥିବା କହିଛନ୍ତି ତେବେ ଏପରି ସମୟରେ ଯାଯାବର ଙ୍କୁ ଏପରି ବ୍ୟବହାର କରିବା କେତେ ଦୂର ଠିକ ତା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ