ବୁଗୁଡା କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟି ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବୁଗୁଡା,(ପୋଲସରା,(ଅନିଲ କୁମାର ମହାରଣା):ବୁଗୁଡା କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଶନିବାର ଦିନ ବୁଗୁଡା ବ୍ଲକ ଅଫିସରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରୀଆରେ ୭୦୦୦ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ବିଡ଼ିଓଙ୍କୁ ସାତ ହଜାର ଟଙ୍କାର ଚେକ, ବୁବୁଡା କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟି ଆସୋସିଏସନର ପକ୍ଷରୁ ସଭାପତି ରାଜେନ୍ଦ୍ର କୁମାର ପାଢୀ, ସମ୍ପାଦକ ଅଜିତ କୁମାର ଦାଶ ଓ ଶେଷଦେବ ପାତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ