ମହାନଦୀରେ ଗାଧୋଇବା ସମୟରେ ଯୁବକ ନିଖୋଜ

ନୟାଗଡ (ଯୁଗାବ୍ଦ ନ୍ୟୁଜ) ନୟାଗଡ ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଆଜି ସକାଳେ ମହାନଦୀରେ ଗାଧୋଇବା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୁଚନା ମିଳିଛି । ଯୁବକ ଜଣକ, ଇଟାମାଟି ଅଞ୍ଚଳର ବୋଲି ଜଣାପଡିଛି । ସୁଚନାଯୋଗ୍ୟ , ୧୦ଜଣ ପର୍ଯ୍ୟଟକ କଣ୍ଟିଲୋ ନୀଳମାଧବ ଦର୍ଶନ କରିବାକୁ ଆସିଥିଲେ । ଠାକୁର ଦର୍ଶନ କରିବା ପରେ ମହାନଦୀରେ ଗାଧେଇବାକୁ ଯାଉଥିଲେ ପର୍ଯ୍ୟଟକ । ଗୋଧେଇବା ସମୟରେ ଜଣେ ନିଖୋଜ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ