ଜମି ଅଧିଗ୍ରହଣ ଆଇନ ସଚେତନତା ସଭା

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମର ଗ୍ରାମବିକାଶ କେନ୍ଦ୍ର ଠାରେ ଜଙ୍ଗଲ ଜମି ଅଧିକାର ର ଆଇନ ବିଷୟରେ ଏକ ସଭାର ଆୟୋଜନ କରାଯାଇଛି, ଏହି ସଭାରେ ଜଗନ୍ନାଥପ୍ରସାଦ ବ୍ଲକ ରୁ ପ୍ରାୟ ଶତାଧିକ ଆଦିବାସୀ ଲୋକେ ଜମାହୋଇଥିଲେ, ଏହା ସହିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗ୍ରାମବିକାଶ ର ଭୁବନେଶ୍ୱର ଶାଖା ପରିଚାଳକ ଉର୍ମିଳା ସେନାପତି, ମୁଖ୍ୟ ବକ୍ତା ରୂପେ ବସୁନ୍ଧରା ଏନ୍ ଜି ଓ, ଭୁବନେଶ୍ୱର ର ରଂଜିତା ପଟ୍ଟନାୟକ ଓ ଗ୍ରାମବିକାଶ ସଭାପତି ଶରତ ଚନ୍ଦ୍ର ମହାନ୍ତି ଯୋଗ ଦେଇଛନ୍ତି, ଏହି ସଭାର ମୁଖ୍ୟ ଲକ୍ଷ୍ୟ ହେଲା ଆଦିବାସୀ ମାନଂକୁ ଜଙ୍ଗଲ ଜମି ଗୁଡିକ ର ପଟା ଶୀଘ୍ର ପାଇବା ପାଇଁ ସରକାର ଙ୍କ ପାଖରେ ଦାବି ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ