ଭାଙ୍ଗିଲା ଏସ୍ପି ଓ ବିଏସପି ମେଣ୍ଟ

ସାଧାରଣ ୨୦୧୯ ନିର୍ବାଚନ ପୂର୍ବରୁ ଏକାଠି ହୋଇ ଗଠନ ହୋଇଥିବା ଦୁଇଦଳ ଏସପି ଓ ବିଏସପି ଭାଙ୍ଗିଯାଇଛି । ବିଏସପି ସୁପ୍ରିମୋ ମାୟାବତୀ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଆଗକୁ ଆସୁୁଥିବା ନିର୍ବାଚନ ସବୁ ନିଜ ବୁଦ୍ଧି ବଳରେ ଲଢେଇ କରିବେ ବୋଲି କହିଥିଲେ । ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ୍ କରି ସୂଚନା କହିଛନ୍ତି ।ବିଏସପିର ସର୍ବଭାରତୀୟ ବୈଠକ ଲକ୍ଷୈାରେ ଅଢେଇ ଘଣ୍ଟା ଚାଲିଥିଲା । ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏହି ବୈଠକରେ କୈାଣସି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ