୧୧ଟି ରାଜ୍ୟରୁ ଫେରିଲେଣି ୯୨ ପ୍ରବାସୀ ଓଡିଆ

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ୧୧ଟି ରାଜ୍ୟରୁ ୯୨ ଜଣ ପ୍ରବାସୀ ଓଡିଆ ବନ୍ତ ବ୍ଲକକୁ ଫେରିଥିବା ଜଣାଯାଇଛି । ଗତ ୨ ତାରିଖରୁ ୯ ତାରିଖ ମଧ୍ୟରେ ୯୨ ଜଣ ପ୍ରବାସୀ ଆସିଥିବା ଜଣାଯାଇଛି । ଏସମସ୍ତ ପ୍ରବାସୀ ମାନେ ଆନ୍ଧ୍ର ପ୍ରଦେଶ, ବିହାର, ଗୁଜୁରାଟ, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସିଛନ୍ତି । ସମସ୍ତ ପ୍ରବାସୀ ମାନଙ୍କୁ ବିଭିନ୍ନ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ