ରାଜ୍ୟସଭା କୁ ନିର୍ବାଚିତ ହେଲେ ଅମର , ସସ୍ମିତ , ଅଶ୍ୱିନୀ
ରାଜ୍ୟ ରେ ଖାଲି ପଡିଥିବା ୩ ରାଜ୍ୟସଭା ଆସନ ପାଇଁ ଆଜିଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ । ପୂର୍ବରୁ ପ୍ରାର୍ଥୀପତ୍ର କାଏମ ଥିବା ୩ ପ୍ରାର୍ଥୀ ଯଥା ବିଜେଡି ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଓ ବିଜେପି ର ଅଶ୍ୱିନୀ ବୈଷ୍ଣବ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ରିଟନିଂ ଅଫିସର କହିଛନ୍ତି । ୩ ଆସନ ପାଇଁ ୩ ଜଣ ପ୍ରାର୍ଥୀ ଥିବାରୁ ଭୋଟ ଗ୍ରହଣ ହୋଇନଥିଲା । ବିଜଡିର ଦୁଇ ରାଜ୍ୟସବା ପ୍ରର୍ଥୀ ପାଇଁ ଆବଶ୍ୟକୀୟ ସଂଖ୍ୟା ଥିଲା ଅନ୍ୟପଟେ ବିଜେପି ପ୍ରାର୍ଥୀ ଙ୍କୁ ବିଜେଡି ସମର୍ଥମ କରିବାରୁ ସେ ମଧ୍ୟ ନିର୍ବାଚିଜ ହୋଇଛନ୍ତି ।