ଆଜି ର ଶୁଣାଣି ଉପରେ ଦେଶବାସୀ ଙ୍କ ନଜର
ହଜାର ହଜାର କୋଟି ଟଙ୍କା ଠକି ଲଣ୍ଡନ ରେ ଆତ୍ମଗେପନ କରିଥିବା ୟୁବି ଗ୍ରୁପ ର ପୂର୍ବତନ ଅଧକ୍ଷ ଡଃ ବିଜୟ ମାଲ୍ୟା ମାମଲା ରେ ଲଣ୍ଡନ ରେ ଉଚ୍ଚତମ ନ୍ୟାୟଳୟ ରେ ଶୁଣାଣି ହେବ । ଯଦି ଉଚ୍ଚନ୍ୟାୟଳୟ ତାଙ୍କ ଅପିଲ କୁ ଶୁଣାଣି କରିବାକୁ ଅନୁମତି ନ ଦିଅନ୍ତି ତେବେ ମାଲ୍ୟା କିଛି ଦିନ ମଧ୍ୟ ରେ ଭାରତ ପ୍ରତ୍ୟାର୍ପଣ ହୋଇପାରନ୍ତି । ସୂଚନା ଅନୁସାରେ ବିଜୟ ମଲ୍ୟା ଫେବୃୟାରୀ ୧୪ ରୈେ ଆବେଦନ କରିଥିବା ନିଜର ପ୍ରତ୍ୟର୍ପଣ କରିଥିବା ଚୁକ୍ତି କୁ ଖାରଜ କରିଥିଲେ ମାନ୍ୟବର କୋର୍ଟ । ଯାହାକୁ ଏପ୍ରେଲ ୫ ତାରିଖ ରେ ଖାରଜ କରିଦେଇଥିଲେ କୋର୍ଟ । ଆଜି ଯଦି ହେବାକୁ ଥିବା ଶୁଣାଣି ରେ ମାଲ୍ୟା ଙ୍କ ଅପିଲ ଖାରଜ ହୋଇଯାଏ ତେବେ ଭାରତ ଆସିବାର ପ୍ରତ୍ୟର୍ପଣ ହୋଇପାରନ୍ତି ।


