ଦୃଷ୍ଟିହୀନ ଙ୍କ ପାଇଁ ସ୍ୱତନ୍ତ୍ର କୋଏନ:ଅର୍ଥମନ୍ତ୍ରୀ

ଲୋକସଭାରେ ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ବଜାରକୁ ଖୁବ୍ ଶୀଘ୍ର ନୂଆ ୧, ୨, ୫ ଓ ୧୦ ଟଙ୍କିଆ କଏନ୍ ଆସିବ। ଏହି କଏନ୍ ଦୃଷ୍ଟିହୀନଙ୍କ ସକାଶେ ଖୁବ ଫଳପ୍ରଦ ହେବ। ଦୃଷ୍ଟିହୀନମାନେ ଛୁଇଁ କରି ଯେପରି ଟଙ୍କା ଚିହ୍ନିପାରିବେ ସେହି ହିସାବରେ ନୂଆ କଏନ୍ ଆସିବ ବୋଲି ସୀତାରମଣ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବଜାରକୁ ଆସିଥିବା ନୂଆ କଏନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମାର୍ଚ ୭ ତାରିଖେ ଉନ୍ମୋଚନ କରିଥିଲେ। ତେବେ, ଏଥର ନୂଆ କଏନଗୁଡ଼ିକ ଖୁବ୍ ଶୀଘ୍ର ବଜାରକୁ ଆସିବ ବୋଲି ସୀତରମଣ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ