ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୭, ଯାଜପୁରରେ ୧୧, ଖୋର୍ଦ୍ଧାରେ ୩, କେନ୍ଦ୍ରାପଡ଼ାରେ ୫୦, କଟକରେ ୨୦, ଭଦ୍ରକରେ ୭, ଜଗତସିଂହପୁରରେ ୧୪, ବଲାଙ୍ଗୀରରେ ୨, ନୟାଗଡ଼ରେ ୩, ସୁନ୍ଦରଗଡ଼ରେ ୩, ବୌଦ୍ଧରେ ୧, ନୂଆପଡ଼ାରେ ୩, ମୟୂରଭଞ୍ଜରେ ୩, କେନ୍ଦୁଝରରେ ୧, କନ୍ଧମାଳରେ ୯, ମାଲକାନାଗିରିରେ ୧, ସମ୍ବଲପୁରରେ ୨, ବରଗଡ଼ରେ ୩ ଓ ସୋନପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଁଚିଛି । ଅପରପକ୍ଷରେ ୧୧୨୬ ଜଣ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ