କେଷ୍ଟ୍ରଲ ସୁପର ମେକାନିକ ୨୦୧୯ ଚମ୍ପିୟାନ ମୁକୁଟ ଜିତିଲେ ଶ୍ରବଣ କୁମାର ସୁବ୍ରମନ୍ୟମ

ଶ୍ରବଣ କୁମାର ସୁବ୍ରମନ୍ୟମ ଏବଂ ହରଦେବସିଂହ ଜଡେଜା ଜିତିଲେ କେଷ୍ଟ୍ରଲ ସୁପର ମେକାନିକ ୨୦୧୯ ଚମ୍ପିୟାନ ମୁକୁଟ
ଏକ ଭବ୍ୟ ପୁରସ୍କାର ରଜନୀରେ ତୃତୀୟ ସଂସ୍କରଣର ବିଜେତା ଘୋଷିତ ହେଲେ ଏବଂ ଜୀ ଦ୍ୱାରା ଆୟୋଜିତ ଏଭଳି ପ୍ରଥମ ଟେଲିଭିଜନ ରିଏଲିଟି ଶୋ’ରେ ପ୍ରଦର୍ଶିତ ହେବ। କେଷ୍ଟ୍ରଲ ସୁପର ମେକାନିକ ୨୦୧୯ର ତୃତୀୟ ସଂସ୍କରଣର ରେକର୍ଡ ଭଙ୍ଗ ୧.୨୭ ଲକ୍ଷ ଅଂଶଗ୍ରହଣକାରୀ ଅଟୋମୋଟିଭ ସ୍କିଲିଙ୍ଗ ଡିଭେଲପମେଂଟ କାଉନସିଲ ଅନୁମୋଦିତ, ମାଷ୍ଟର କ୍ଲାସ ରେ ବିଏସ ଠଓ ଜ୍ଞାନକୌଶଳ ଭଳି ବିଷୟରେ ୬୦୦୦ ମେକାନିକ ୨୦ସହରରେ କେଷ୍ଟ୍ରଲ ଇଣ୍ଡିଆ ଦ୍ୱାରା ପ୍ରଶିକ୍ଷିତ ଭାରତର ଅଗ୍ରଣୀ ଓ ଅଟୋମୋଟିଭ ଏବଂ ଉଦ୍ୟୋଗିକ ଲୁବ୍ରିକେଂଟ ନିର୍ମାଣକାରୀ କମ୍ପାନୀ, କେଷ୍ଟ୍ରଲ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଚିକମିକ ଫିନାଲୀରେ କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗିତା ୨୦୧୯ର ବିଜେତା ଭାବେ ଶ୍ରବଣ କୁମାର ସୁବ୍ରମନ୍ୟମ ଏବଂ ହରଦେବସିଂହ ଜଡେଜା ବିବେଚିତ ହୋଇଛନ୍ତି । କୋଇମ୍ବାଟୁର, ତାମିଲନାଡୁର ଶ୍ରବଣ କୁମାର ସୁବ୍ରମନ୍ୟମ ବାଇକ ବର୍ଗରେ ବିଜେତା ଘୋଷିତ ହୋଇଥିବା ବେଳେ ମୋରବୀ, ଗୁଜୁରାଟର ହରଦେବସିଂହ ଜଡେଜା କାର ବର୍ଗରେ ବିଜେତା ହୋଇଛନ୍ତି । ଚେନ୍ନାଇ, ତାମିଲନାଡୁର କେଜୟବେଲ ଏବଂ କୋଲହାପୁର, ମହାରାଷ୍ଟ୍ରର କିଶୋର କଳାଳ୍ପ ଗାତାଡେ ଯଥାକ୍ରମେ କାର ଏବଂ ବାଇକ ବର୍ଗରେ ରନର୍ସ ଅପ ଘୋଷିତ ହୋଇଥେôଲ । କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ତୃତୀୟ ସଂସ୍କରଣରେ ସାରା ଦେଶରେ ୧.୨୭ ଲକ୍ଷରୁ ଅଧିକ ମେକାନିକ ମାନଙ୍କର ରେକର୍ଡ ବ୍ରେକିଙ୍ଗ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା, ସେଥିରୁ ୪୦ଜଣ ଶେଷ ପର୍ଯ୍ୟାୟରେ ପ୍ରତିଯୋଗୀତା କରିଥିଲେ । ଅଟୋମୋଟିଭ ଜ୍ଞାନକୌଶଳ ଓ ଲୁବ୍ରିକେଂଟ ଉଦ୍ୟୋଗ ବିଷୟରେ ବ୍ୟାପକ ଜ୍ଞାନ ଅନାବରଣ କରିବାରେ ସେମାନଙ୍କୁ ଏହା ସାହାଯ୍ୟ କରିବା ସହିତ କଠିନ ପରିସ୍ଥିତିରେ ସେମାନଙ୍କର ସକ୍ଷମତା ଏବଂ କୌଶଳ ପରିକ୍ଷା କରିଥିଲେ । କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗିତାର ବିଜେତା ମାନେ କେଦାର ଆପ୍ଟେ, ଉପାଧ୍ୟକ୍ଷ – ବିପଣନ, କେଷ୍ଟ୍ରଲ ଇଣ୍ଡିଆ ଲିମିଟେଡ ଦ୍ୱାରା ସମ୍ମାନିତ ହୋଇଥିଲେ । ପ୍ରଥମ ଥର ପାଇଁ, ସରା ଦେଶର ଦର୍ଶକମାନେ ଏକ ରିଏଲିଟି ଶୋ ଭାବେ କେଷ୍ଟ୍ରଲ ସୁପର ମେକାନିକର ସାକ୍ଷୀ ରହିବେ ଯାହା ମେକାନିକ ମାନଙ୍କୁ କେବଳ ଟେଲିଭିଜନରେ ଆସିବାର ସୁଯୋଗ ଦେବ ନାହିଁ, ସେମାନଙ୍କର ଜୀବନ ଯାତ୍ରାର କହାଣୀକୁ ମଧ୍ୟ ଏପିସୋଡ ଗୁଡିକରେ ପ୍ରଦର୍ଶିତ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ