ଆକ୍ରମଣ ଘଟଣାର ତଦନ୍ତ କଲେ ଏଏସପି

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ରୋହିଗାଁ ପୂଣ୍ନ ଜେନା ଆକ୍ରମଣ ଘଟଣାର ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି ବ୍ରହ୍ମପୁର ଏଏସପି ପ୍ରଭାତ ରାଊତରାୟ।ପୂବତନ ବ୍ଲକ ବିଜେଡି ସଭାପତି ସନ୍ୟାଷୀ ଜେନା କଂ ଭାଇ କୁ ଏପ୍ରିଲ ୯ ତାରିଖ ରାତ୍ର ୭.୩୦ ରେ ଗ୍ରାମର କୈଣସି କାରଣରୁ ପୋଖରୀ ନିକଟରେ ସ୍ଥାନୀୟ ସରପଞ କଂ ପୁଅକଂ ସମେତ ୬ଜଣ ଆକ୍ରମଣ କରି ଗୋଡ ଭାଗିଂଦେଇଥିଲେ।ସେ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଚିକିସ୍ଛିତ ହେଉଥିଲେ।ତାକଂ ପରିବାର ଭୟ ରେ ଦୁଇ ଥର ବ୍ରହ୍ମପୁର ଏସପି କୁଂ ସୁରଷା ମାଗିଥିଲେ।ପରେ ସରପଞ କଂ ପୁଅ କଂ ସପଷରେ ବ୍ଲକ ସରପଞ ସଂଘ ଏସପି କୁଂଭେଟି ସରପଞ କଂ ପୁଅ ନିଦ୍ଧୋଶ ବୋଲି ଦାବିପତ୍ର ପ୍ରଦାନ କରିଥିଲେ।ଘଟଣା ଅଧିକ ଜଟିଳ ହେଉଥିବା ଦେଖି ଏସପି ପିନାକ ମିଶ୍ର ସଦର ଏଏସପି କୁଂ ଘଟଣାର ତଦନ୍ତ ନିଦ୍ଧେଶ ଦେଇଥିଲେ।ମଗଂଳବାର ଏଏସପି ରୋହିଗାଁ ପହଞି ପୂଣ୍ନ କୁଂ ଆକ୍ରମଣ ହୋଇଥିବା ପୋଖରୀ ନିକଟକୁ ଯାଇ ପ୍ରତଷ୍ୟଦଶୀ ମାନକୁଂ ଏବଂ ପୂଣ୍ନ କଂ ଘରକୁ ଯାଇ ତାକଂ ପରିବାର ବଗ କୁଂ ଘଟଣା ସଂପକରେ ଟିକନିକ ପଚାରିବା ସହ ବୟାନ ରେକଡ କରିଥିଲେ।ପୂବରୁ ଏହି ଘଟଣାରେ ୪ଜଣ ଗିରଫ ହୋଇଛନ୍ତି।ରୋହିଗାଁ ସବୁବେଳେ ଅଶାନ୍ତ ରହୁଥିବା ବେଳେ ଏଠାରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ପ୍ରୟାସ ରଖିଛି ,ତଦନ୍ତ ପୁଣି ଥରେ କରାଯିବ ବୋଲି ଏଏସପି ସୂଚନା ଦେଇଛନ୍ତି।ପୂଣ୍ନ କଂ ପରିବାର ବତ୍ତମାନ ସଂପୂଣ୍ନ ପୋଲିସ ଠୁ ସୁରଷା ଚାହୁଁଥିବା ବେଳେ ଗ୍ରାମରେ ପୋଲିସ ଫୋସ ମଧ୍ୟ ମୁତୟନ ରହିଛନ୍ତି ।ସଦର ଆଇଆଇସି ସନ୍ତୋଷିନୀ ଓରାମ ମଧ୍ୟ ତଦନ୍ତ ବେଳେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ