ପୋଲସରା ବିଧାୟକଙ୍କୁ ସମ୍ବର୍ଦ୍ଧନା

ପୋଲସରା ବିଧାୟକଙ୍କୁ ସମ୍ବର୍ଦ୍ଧନା
ପୋଲସରା ବିଧାୟକଙ୍କୁ ସମ୍ବର୍ଦ୍ଧନା

ପୋଲସରା , (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ବିରିପୁରୁ ଗ୍ରାମରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଧାୟକ ସମସ୍ତ ଜନସାଧାରଣଙ୍କ ନିକଟକୁ ଯାଇ ଆର୍ଶୀବାଦ ଭିକ୍ଷା କରିବା ସହ କୃତଜ୍ଞତା ଜଣାଇଛନ୍ତି । ସେ ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ସେଗୁଡିକର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ