ଲାହୋର କୋର୍ଟ ହାପିଜ କୁ ଦେଲେ ଜାମିନ

(ଯୁଗାବ୍ଦ ନ୍ୟୁଜ) ପାକିସ୍ତାନରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ର କିଙ୍ଗପିଙ୍ଗ ତଥା ଜମାତ ଉଦ ଦାୱାର ମୁଖ୍ୟ ହାପିଜ ସଇଦ ଓ ୩ଜଣ ସହଯୋଗୀ ଙ୍କୁ ପାକିସ୍ଥାନ ର ଲାହୋର ଆତଙ୍କବାଦ ନିରୋଧୀ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଅଭିଯୋଗ ହୋଇଥିଲା ଯେ ଏହି ସଂଗଠନ ଆଇନ କାନୁନ କୁ ନ ମାନି ମାଦ୍ରାସା ଲାଗି ବେ ଆଇନ ଭାବେ ଏହି ଜମି ଗୁଡିକୁ ବ୍ୟବହାର କରୁଥିଲା । ହାପିଜ ଙ୍କ ବ୍ୟତିତତାର ସହଯୋଗୀ ହାପିଜ ମସୁଦ ,ଅମିର ହମଜା , ମଲ୍ଲିକ ଜାଫର ଓ ପ୍ରତ୍ୟେକଙ୍କ ୁ ୫୦ ହଜାର ଟଙ୍କା ସିଓରିଟି ବଣ୍ଡ ମାଧ୍ୟମରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ