ଅଣ୍ଡର ୱାଲ୍ଡ ଡନ ଦାଉଦି ଇବ୍ରାହିମର ପୁତୁରା ଗିରଫ

(ଯୁଗାବ୍ଦ ନ୍ୟୁଜ ) ଅଣ୍ଡର ୱାଲ୍ଡ ଡନ ଦାଉଦି ଇବ୍ରାହିମର ପୁତୁରା ରିଜ୍ୱାନ କାଶକରଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରାଯାଇଛି । ତା ବିରୁଦ୍ଧରେ ହତ୍ୟା, ଷରଯନ୍ତ୍ର , ଠକିବା ଅଭେିଯାଗ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ