ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଫେରାଦ ହେଲା ବିଜେପି
(ଯୁଗାବ୍ଦ ନ୍ୟୁଜ )ଆସନ୍ତା କାଲି ପାଟକୁରା ନିର୍ବାଚନ ,ସାରାରାଜ୍ୟ ର ଫୋକସ ରେ ଏହି ନିର୍ବାଚନ ମଣ୍ଡଳୀ । ଓଡିଶା ରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ପାଟକୁରା ଉପରେ ,ଏଠିକାର ଜନସାଧାରଣ ପାଟକୁରା ପାଇଁ ବାଛିବେ ଜନପ୍ରତିନିଧି । ଅନ୍ୟପଟେ ପାଟକୁରା ପାଇଁ ସରିଛି ପ୍ରଚାର ନିର୍ବାଚନ ପାଇଁ ବାକି ଅଛି ଆଉ କେଦେ ଘଣ୍ଟା । ତଥାପି ବିଜେଡିର ନେତା ମାନେ ପାଟକୁରା ନିର୍ବାଚନ ମଣ୍ଡଳୀ ଛାଡିବାକୁ ନାରଜ । ଏହାର ପ୍ରତିବାଦ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପାଟକୁରା ରେ ଅବାଦ ଓ ନିରପେକ୍ଷ ହେଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛ୍ି । ପୋଲି ଂ କର୍ମତାରୀ ଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା କରାଯାଉଛି ବୋଲି କହିଛି ବିଜେପି ।


