ଅଟ କୁ ପିଟିଲା ପିକପ୍ ଭେନେ ୨ ଗୁରୁତ୍

ମୋହନା, (ଅଂଶୁମାନ ପଣ୍ଡା): ଅଡବା ଥାନା ଅନ୍ତର୍ଗ୍ରତ ଦମାଦୁଆ ବୁଲାଣି ରେ ଦୁର୍ଘଟଣା ଘଟି ୨ ଜଣ ଗୁରୁତ୍ ସେମାନେ ହେଲେ କୁନି ମଳିକ ୪୦ ବିନଦ ମଳିକ ୪୫ ସେମାନଙ୍କୁ ଅଡବା ମେଡିକାଲ ରେ ଭର୍ତି କରାଯାଇଛି ଘଟଣା ରୁ ପ୍ରକାଶ ଅଟ ନଂ ଓଡ଼ି ୦୭x୦୮୩୧ଯାତ୍ରୀ ଙ୍କୁ ନେଇ ବ୍ରାହ୍ମଣୀଗାଁ ପଟୁ ଅଡବା ଆସୁଥିବା ବେଳେ ଅଡବା ପଟୁ ଯାଉଥିବା ପିକାପ୍ ଗାଡ଼ି ଦମାଦୁଆ ବୁଲାଣି ରେ ଧକ୍କା ହେଇଥିଲା ଯାହା ଫଳରେ ଅଟ ଟି ରାସ୍ତା କଡ଼ରେ ଉଲଟି ପଡ଼ିଥିଲା ସ୍ଥାନୀୟ ଲୋକେ ପହଂଚି ଅଟ ଉଠାଇ ଦୁଇ ଜଣଙ୍କୁ ମେଡିକାଲ ପଠାଇଛନ୍ତି ଘଟଣା ସ୍ଥଳେ ପୋଲିସ ପହଂଚି ତଦନ୍ତ କରୁଅଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ