ବଡବରଙ୍ଗl ରେ ବୃଦ୍ଧାଙ୍କୁ ଆକ୍ରମଣ

ଚିକିଟି, (କୁରେଶୁ ସାହୁ):ଆଜି କଳବାଡ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡବରଙ୍ଗl ଗ୍ରାମର ସୌଦାମିନୀ ପାଢୀ, ୫୦ ଙ୍କୁ ତାଙ୍କ ପଡୋଶୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୌଦାମିନୀଙ୍କ ସ୍ୱାମୀ ଘରେ ନ ଥିବା ବେଳେ ତାଙ୍କ ପଡୋଶୀ ତାଙ୍କ ଦୁଇ ଭାଈ, ମାଆ ମିଶି କାତି ରେ ମୁଣ୍ଡକୁ ହାଣି ଦେଇଥିଲେ l ଫଳରେ ପ୍ରଚୁର ରକ୍ତ ସ୍ରାବ ହେବାରୁ ତାଙ୍କ ସ୍ୱାମୀ ତୁରନ୍ତ ଚିକିଟି ହସ୍ପିଟାଲକୁ ନେଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ