ଖୋର୍ଦ୍ଧାରୁ ଗିରଫ ହେଲା ଖଣି ମାଫିଆ ବାଦଲ ବଡଜେନା

ଖୋର୍ଦ୍ଧା : ବହୁ ଦିନର ଲୁଚକାଳି ଖେଳ ପରେ ଏସଟିଏଫ ପଞ୍ଝାରେ ଖଣି ମାଫିିଆ । ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ହାତରେ ଶେଷରେ ଧରାପଡିଛି ବାଦଲ ବଡ ଜେନା । ବାଦଲର ଘର ବେଗୁନିଆରେ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ବାଦଲ ଦୀର୍ଘ ଦିନ ଧରି ବେଆଇନ ଭାବରେ ଖଣି ଓ ମୋରମ ବିକ୍ରି କରୁଥିଲା । ଗିରଫ ହୋଇଥିବା ବାଦଲ ବଡ ଜେନା ନାମରେ ଏକାଧିକ ମାମଲା ଖୋର୍ଦ୍ଦା ଜିଲ୍ଲାରେ ରହିଥିବା ଜଣାପଡିଛି ।ପୂର୍ବରୁ ଏସଟିଏଫ ହାତରେ ୨୦ ଜଣ ମାଫିଆ ଗିରଫ ହୋଇଥିବାବେଳେ ଆଜି ବାଦଲ ବଡ ଜେନାକୁ ଏସଟିଏଫ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ