ପାକିସ୍ଥାନ ସେନା କୁ ସତର୍କ ରହିବାକୁ ସୂଚନା

(ଯୁଗାବ୍ଦ ନ୍ୟୁଜ )ଆକସନ ମୁଡରେ ଥିବା ଭାରତୀୟ ସେନା କୁ ଡରିଯାଇ ନିୟନ୍ତ୍ରଣ ରେଖା ଏଲୋସି ନିକଟସ୍ଥ ପିଓକେ ରେ ଜାରି କରିଛି ଆଡଭାଇଜରି ପାକିସ୍ଥାନ । ଏଲୋସି ରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଗୁଳି ମାଡ ପରେ ସେନା କୁ ସତର୍କ ରହିବାକୁ ପାକିସ୍ଥାନ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଅନ୍ୟପଟେ ଆଜି ଜାମ୍ମୁ କାଶ୍ମୀରର କେରନ ସେକଟରରେ ପାକିସ୍ଥାନ ର ଅନୁପ୍ରବେଶ ଯୋଜନା କୁ ପଣ୍ଡ କରିଛି ଭାରତୀୟ ସେନା । ଭାରତୀୟ ଜାବାନ ଙ୍କ ପକ୍ଷରୁ କରାଯାଇଥିବା ଏହି ଅପରେସନ ରେ ୫ ରୁ ୭ ପାକିସ୍ଥାନ ସେନା ଓ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ ପାକିସ୍ଥାନ ଅଧିକୃତ କାଶ୍ମୀରରେ ପାକିସ୍ଥାନୀ ସେନା ଙ୍କ ବଦଳ ରେ ଆତଙ୍କବାଦୀ ମାନେ କ୍ୟାନ କରି ପ୍ରଶିକ୍ଷଣ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ