ପଠାଣି ସାମନ୍ତ ଗଣିତ ପ୍ରତିଭାରେ ସରସତ୍ୱୀ ଶିଶୁ ମନ୍ଦିରର କୃତିତ୍ୱ

ହିଂଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତି ପରୀକ୍ଷାରେ ଚଳିତ ବର୍ଷ ହିଂଜିଳିକାଟୁ ପୌରାଂଚଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାର୍ଥୀ ମାନେ କୃତିତ୍ୱ ହାସଲ କରିଛନ୍ତି । ୬ଷ୍ଠ ଓ ୯ ମ ଶ୍ରେଣୀର ୧୩ ଜଣ ଶିକ୍ଷାର୍ଥୀ କୃତିତ୍ୱ ହାସଲ କରିଛନ୍ତି । ସେମାନେ ହେଲେ ୯ମ ଶ୍ରେଣୀର ଯାଞସେନୀ ସ୍ୱାଇଁ, ଶୁଭକାନ୍ତ ଷଡ଼ଙ୍ଗୀ, କ୍ରିଷ୍ଣ୍ରା ମହାରଣା, ଅଙ୍କିତା ସାହୁ, ମଧୁସ୍ମିତା ବେହେରା, ଶୁଭସ୍ମିତା ମହାପାତ୍ର । ସେହିପରି ୬ଷ୍ଠ ଶ୍ରେଣୀର ଇଶ୍ୱରୀ ସାହୁ, ବନଜା ମିଶ୍ର, ରୋହନ କୁମାର ସ୍ୱାଇଁ, ଶିବାରାମ ପଣ୍ଡା, ନୃସିଂହ ଚରଣ ସାହୁ, ଆର. ଅଂଶୁମାନ ଓ ଖୁସି ମହାରଣା । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକ ଅଂଚଳରେ ସଂପୃକ୍ତ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାର୍ଥୀ ମାନେ ଗୌରବ ଅର୍ଜନ କରିଥିବାରୁ ସଂପୃକ୍ତ ଶିକ୍ଷାର୍ଥୀଙ୍କ ଅଭିଭାବକ ବୃନ୍ଦ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ମାନଙ୍କୁ ଅଭିନନ୍ଦନ ୍ୟାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ