ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ଧଳା କିମ୍ବା ଗୋଲାପି ଶୁଭଶୁଭ ମିଶ୍ରଫଳ ରହିଛି, ପିତାଙ୍କ ସହିତ ମତାନ୍ତର ହେବ, ତେଣୁ ଦିନର ଦିତିୟାର୍ଦ୍ଧରେ ଦୁର୍ବଳତା ଅନୁଭୁତ ହେବ, ଚୋରି କିମ୍ବା ଅଗ୍ନୀଭୟ ରହିଛି ॥”ଓଁ କ୍ଲିଂ କୃଷ୍ଣାୟ ଗୋପିଜନବଲ୍ଲଭାୟ ନମଃ” ୨୭ଥର ଜପ କରନ୍ତୁ ॥ସତର୍କତା ନିଜ ବାକ୍ୟ ଉପରେ ଲଗାମ ଦେବେ ॥
ବୃଷ -ଶୁଭ ରଙ୍ଗ ହଳଦିଆ, ଧଳା ॥ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ,ରାଜନୈତିକ ବ୍ୟକ୍ତି ବିସଦେଷ ଅଧିକ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ବିବାହଯୋଗ୍ୟ ପିଲାମାନଙ୍କର ସୁଯୋଗ ଷୃଷ୍ଟି ହେବ ॥ କାହାକୁ କିଛି କମିଟମେଣ୍ଟ କରିବେ ନାହିଁ ॥୧୦୮ଥର ଗାୟତ୍ରୀମନ୍ତ୍ର ଜପ କରନ୍ତୁ ॥
ମିଥିନ -ଶୁଭ ରଙ୍ଗ ଲାଲ କିମ୍ବା ସବୁଜ ବାଣିଜ୍ୟିକ, ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ନାହିଁ ଫଳରେ ସମସ୍ତ କାମଗୁଡିକ ବାଧାବିଘ୍ନ ମଧ୍ୟରେ ହେବ ॥ମାଦୁର୍ଗାଙ୍କର ଉପାସନା ସହ ଚାଳିଷା ଜପ କରନ୍ତୁ ॥ପଶ୍ଚିମ ଦିଗକୁ ଯାତ୍ରା କରନ୍ତୁ ନାହିଁ ॥
କର୍କଟ -ଶୁଭ ରଙ୍ଗ ଧଳା କିମ୍ବା ହଳଦିଆ ଆତ୍ମବଳ ଦୃଢ ରହିବ, ଅାର୍ଥିକ ପରିସ୍ଥିତି ଭଲ ରହିବ, କୌଣସି ଯାନ୍ତ୍ରିକ ଦ୍ରବ୍ୟ ପ୍ରାପ୍ତ ହେବ ॥ଗୋଲାପି କିମ୍ବା ତମ୍ବାଳିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥ ଆଜି ଭଗବାନ ଭୋଳାନାଥଙ୍କର ବ୍ରତ ରଖନ୍ତୁ ॥
ସିଂହ -ଶୁଭ ରଙ୍ଗ ଇସତ୍ ସବୁଜ ଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥ ମା କାର୍ତ୍ତାୟନିଙ୍କୁ ସୁମରଣା କରି କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ॥ଲାଲରଙ୍ଗର କିଛିଭି ବ୍ୟବହାର କରନ୍ତୁ ନାହିଁ ॥
କନ୍ୟା – ଶୁଭରଙ୍ଗ ଧଳା ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥ ସାତ୍ବିକ ଭୋଜନ ଭୋକିଲାକୁ ଦିଅନ୍ତୁ ॥ ଅଗ୍ନି ଓ କଳା ଦ୍ରବ୍ୟ ପ୍ରତି ସର୍ତକ ରୁହନ୍ତୁ ॥
ତୁଳା -ଶୁଭରଙ୍ଗ ହଳଦିଆ କିମ୍ବା ଗୋଲାପି ଶୁଭାଶୁଭ ମିଶ୍ରଫଳ ମିଳିବ,ଦିନର ପ୍ରଥମାର୍ଦ୍ଧରେ ଶୁଭଫଳ ଅଧିକ ରହିବ, ମାନସିକ ଶାନ୍ତି ଏବଂ ସ୍ବାସ୍ଥ୍ୟ ଭଲ ରହିବ ॥ ର୍ଅଯଯଥା ଯୋଜନାରେ ସମୟ ନଷ୍ଟ କରିବେ ନାହିଁ ॥ଗୋମାତାଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ ॥
ବିଛା -ଶୁଭ ରଙ୍ଗ ଧଳା ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥ ସତର୍କତା କଳା କିମ୍ବା ଲୁହା ଜନିତ ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ବଜରଙ୍ଗି ବାଣ ଜପ କରନ୍ତୁ ॥
ଧନୁ -ଶୁଭରଙ୍ଗ ଧଳା କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ କୌଣସି ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ବାହର ଖାଦ୍ୟ ଖାଆନ୍ତୁ ନାହିଁ ॥
ମକର -ଶୁଭ ରଙ୍ଗ କମଳା ଆର୍ଥିକ ବୋଝ ବଢିବ ତେଣୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବ କିନ୍ତୁ ଅଚାନକ କୌଣସି ଦ୍ରବ୍ୟଲାଭର ସମ୍ଭାବନା ରହିବ ॥ ସତର୍କତା ଗୋଲାପି ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥ ଓଁ ସୋମାୟ ନମଃ ୨୭ଥର ଜପ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ମାଟିଆ, ନିଳ ଓ ସବୁଜ ଅଯଥା ବ୍ଯୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ॥ ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହି ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ॥ ସତର୍କତା ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥ ହଳଦିଆ ଖେଚୁଡି ମା ତାରାଙ୍କ ମାମରେ ପୂଜା କରି ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ