ନାବାଳିକା କୁ ବଳତ୍କାର ଉଦ୍ୟମ

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ପଞ୍ଚାୟତ ଅନ୍ତର୍ଗତ ବାଲିସାହି ର ଅମୁଲ୍ୟ ଗୌଡ ଙ୍କ ଝିଅ ପିଡ଼ୀତା , ବୟସ-୧୩ ଗତ ୧୯/୦୭/୨୦୨୦ ରିଖ ରବିବାର ରାତ୍ର ୮ ଘଣ୍ଟ ସମୟରେ ନିତ୍ୟ କର୍ମ ସାରିବାପାଈ ଘର ପଛପଟ ଶୌଚାଳୟ କୁ ଯାଇଥିବା ସମୟରେ ସେହି ଗ୍ରାମର ଟୁକୁନା ପ୍ରଧାନ ଆସି ନର୍ମଦା ଗୌଡ ଙ୍କୁ ବଳତ୍କାର କରିବାପାଈ ଉଦ୍ୟମ କରିଥିଲା ।ନର୍ମଦା ର ଚିତ୍କାର ସୁଣି ପିଡ଼ୀତା ଙ୍କ ପିତା ଅମୁଲ୍ୟ ଗୌଡ ଓ ଟୁକୁନାର ବଡବାପା ଘଟଣାସ୍ଥଳ ରେ ପହଞ୍ଚି ଝିଅ କୁ ଉଧାର କରିବା ସହ ଟୁକୁନା କୁ ପଚରାଉଚରା କରିଥିଲେ । କିନ୍ତୁ ଟୁକୁନା ତୁମ୍ଭ ହାତରେ କଣ ହେବ କର କହି ଫେରାର ହୋଇଯାଇଛି ।ଏହି ବିଷୟରେ ଏକ ଲିଖିତ ଅଭିଯୋଗ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଦେବାପରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଏହାର ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି । ଏକ ନାବାଳିକା କୁ ବଳାତ୍କାର ଉଦ୍ୟମ ଅଭିଯୋଗ ଅନୁଯାୟୀ ୩୪୧ , ୩୫୪ A ଏବଂ ୮ ଧାରା ଲାଗିଥିବାର ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ