ତୃତୀୟ ଦିନ ସଡ଼ାଉନରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା

ମୋହନ, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ଫଳରେ ଜନସାଧାରଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି, ଏହିଠାରେ ସାଧାରଣ ଲୋକଟି କୌଣସି କାରଣରୁ ମୃତୁ ବରଣ କରେ ଦେବେ ମଧ୍ୟ ଲୋକମାନେ ଛୁଇଁବାକୁ ଭୟ କରୁଛନ୍ତି, କରୋନାରେ ଆକ୍ରାନ୍ତନ ହୋଇଥିଲେ ମଧ୍ୟ ଲୋକମାନେ ଭୟରେ ଯାଉ ନାହାଁନ୍ତି ଶବ ଦାହାକରିବା ପାଇଁ, ଅଂଚଳରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୋହନା କୁ୪ଦିନ ସଟଡ଼ାଉନ ଘୋଷଣା କରିଛନ୍ତି ତସିଲିଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ, ପ୍ରଥମ ଦିନରେ ତହସିଲଦାର ଦେବୀଙ୍କ ଜନସାଧାରଙ୍କୁ ବୁଝାଇ ବୁଝାଇ ଆଖିରୁ ଲୁହ ବାହାରିବା ଦେଖି ସମସ୍ତେ କଥାକୁ ଗମ୍ଭୀରତାକୁ ବୁଝି ଅଞ୍ଚଳ ବାସୀ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଥିଲା, ଏପରିକି ଗାଡ଼ି ମଧ୍ୟ ଯାତାୟତ କରୁନଥିବା ବେଳେ ବଜାର ଘଟ ପୁରା ବନ୍ଦ ହେବାସହ ସୁନସାନ ପାଲଟିଯାଇଛି, ପୋଲିସର କଡା ନଜର ଫଳରେ ବଜାର ଓ ସାହିରେ ଭୟରେ ପଦାକୁ କେହି ଆସିବା ତ ଦୁରରକଥା କାହାରି ପାଟି ମଧ୍ୟ ସୁବୁନି, ଅନ୍ୟପଟେ ଅଞ୍ଚଳରେ ଆକ୍ରାନ୍ତ ବାହାରି ଥିବା ଲୁହାଗୁଡିର ହରିଜନ ସାହିକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜେନ ଭାବେ ଘୋଷଣା କରାଯାଇଛି, ସେପରି ମୋହନା ପାଣିଗ୍ରାହୀ ସାହିରୁ କିଛି ଆକ୍ରାନ୍ତ ବାହାରି ଥିବାରୁ ସେ ସାହିକୁ ମଧ୍ୟ ୭ଦିନ ବନ୍ଦ କରିଦିଅ ଯାଇଛି, ଉକ୍ତ ଅଂଚଳର ସବୁ ରାସ୍ତାକୁ କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଉପସ୍ଥିତରେ ଯନ୍ତ୍ରୀ ହରେକୃଷ୍ଣସାହୁ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ବନ୍ଦ କରିଛନ୍ତି, ସେପରିଆଉ କଟାମା, ଦନିଗାଁ, ଭାଲୟଗାଁକୁ ମଧ୍ୟ କଣ୍ଟେନମେଣ୍ଟଜୁନ ଘୋଷଣା କରାଯାଇ ପରେ ବୋଲି ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ