ରାକ୍ଷୀ ପୂର୍ଣ୍ଣିମା

ଆସୁଛି ଆଗକୁ ରାକ୍ଷୀ ବନ୍ଧନ
ଭାଇ ହାତରେ ବାନ୍ଧି ରାକ୍ଷୀ ମଥାରେ ଦେଇ ଫୁଲ ଚନ୍ଦନ
ଲୋଡା ନାହିଁ ତୋର ଧନ ଜନ
ଏମିତି ଥାଉ ଆମର ଏ ବନ୍ଧନ
ଭାଇ ତୋ ହାତରେ ଦେଲି ମୁଁ ବାନ୍ଧି ରାକ୍ଷୀ
ଦେବୁ ତୋର ସବୁ ସ୍ନେହ କରିବୁନି ମୋତେ ଦୁଖି
ଭାଇ ମଧାରେ ଦେଇ ଚନ୍ଦନର ଟିକା
ଆମ ଭାଇ ଭଉଣୀ ବନ୍ଧନରେ କେବେ ନପଡୁ ଫିକା

ହିଞ୍ଜିଳିକାଟୁ .ଶାସନ ଆମ୍ବଗାଁ ,ଜିଲି ସ୍ୱାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ