ଭତ୍ତା ଟଙ୍କାରୁ ରାମମନ୍ଦିର ପାଇଁ ଦାନ କଲେ ଗୋଲଖ

ହାଟଡିହି(ଓ୍ବାଇଏନ୍ଏସ୍)  : ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅର୍ଥ ଦାନ କରୁଛନ୍ତି । ଏହି କ୍ରମରେ ପ୍ରଭୂ ଶ୍ରୀରାମଙ୍କ ଜଣେ ଭକ୍ତ ସୁଲଣ ଗ୍ରାମର ଗୋଲଖ ବିହାରୀ ଜେନା ନିଜର ସଞ୍ଚିତ ଭତ୍ତା ଅର୍ଥରୁ ଦୁଇ ହଜାର ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ସେ ଏହି ଅର୍ଥକୁ ରାମମନ୍ଦିର ନିର୍ମାଣ ପାଣ୍ଠିକୁ ଫୋନ ପେ ମାଧ୍ୟମରେ ପଠାଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ