ଛତ୍ରପୁର ବିଜେପି ପକ୍ଷ ରୁ କେନ୍ଦ୍ର ମନ୍ତ୍ରୀଙ୍କ ଆରୋଗ୍ୟ କାମନା

ଛତ୍ରପୁର,(ଓ୍ବାଇଏନ୍ଏସ୍): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଙ୍ଗଳ ଓ ଆରୋଗ୍ୟ କାମନା ତଥା ଶୀଘ୍ର ସୁସ୍ଥ ହେବା ପାଈଁ ଛତ୍ରପୁର ମଣ୍ଡଳ ତରଫରୁ ପୁତି ଗୋପାଳପୁର ସ୍ଥିତ ଅସ୍ଥାୟୀ ବଜେପି କାର‌୍ୟ୍ୟାଳୟ ଠାରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଠାରେ ଦ୍ୱୀପ ପଜ୍ବଳନ କରାଯାଇଛି। ଏହା ସହ କରୋନା ଭୁତାଣୁ ର ପ୍ରତିରୋଧକ ହୋମିଓପତିକ ମେଡିସିନ ଜନ ସାଧାରଣ ମାନଙ୍କୁ ବଣ୍ଟ। ହୋଇଛି। ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ତଥା ବିଧାୟକ ପ୍ରାର୍ଥ ପ୍ରଶାନ୍ତ କୁମାର କର ସହ ଛତ୍ରପୁର ମଣ୍ଡଳ ସଭାପତି ବଜେପି ସଭାପତି ସଂଜୀତ କୁମାର ରାଉଳ, ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା (ଚିଣ୍ଟୁ), ଡି. ସୁରେଶ ରେଡି, ସୁରେନ୍ଦ୍ର ନାଥ ବେହେରା ଆଦି ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ