କନ୍ତିଆରେ ୫୦ ଆଣ୍ଟିଜେନ୍ ପରୀକ୍ଷା, ୧୨ ପଜେଟିଭ୍

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥଲା । ସେମାନଙ୍କ ମଧ୍ୟରୁ ୧୨ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ସୁପରଭାଇଜର ସୁଶାନ୍ତ କୁମାର ରାଉତରାୟ, ସ୍ୱାସ୍ଥ୍ୟ କର୍ମଚାରୀ ଅନିମେଶ କୁମାର ଶୁକ୍ଳା, ପ୍ରିୟବ୍ରତ ଦେହୁରୀ, ସୁପ୍ରଭା ସ୍ୱାଇଁ, ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ଅଭୟ କୁମାର ପ୍ରଧାନ, ଅଶୋକ କୁମାର ବେହେରା, ଅଙ୍ଗନୱାଡି କର୍ମୀ ସରସ୍ୱତୀ ମଲ୍ଲିକ, ଆଶା କର୍ମୀ କନକଲତା ବିଶ୍ୱାଳ ପରୀକ୍ଷଣ ଦାୟୀତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ