ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ପାଣଗଢିଆ ଗ୍ରାମର ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଗଜାନନ ମୂର୍ତ୍ତି ସାଙ୍ଗକୁ ପାଶ୍ୱର୍ମୂର୍ତ୍ତି ପୂଜା ଗୌରାଙ୍ଗ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ କରୋନା କଟକଣାରେ ଗଣେଶ ପୂଜା ଫିକା ପଡିଥିବା ବେଳେ ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର, ଓଡଙ୍ଗ, ଛୟାଳସିଂ ପଞ୍ଚାୟତରେ କରୋନା କଟକଣାକୁ ମାନି ବିଭିନ୍ନ ପୂଜାମଣ୍ଡପ ଓ ସ୍କୁଲ, କଲେଜରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ