ଏଟିଏମ ଲୁଟ ରେ ବିଫଳ ଦୁର୍ବୃତ୍ତ

ଭଞ୍ଜନଗର ,(ସନ୍ତୋଷ କୁମାର ଜେନା): ଗତକାଲି ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ପ୍ରେଟ୍ରୋଲ ପମ୍ଫ ପରିସରରେ ଥିବା ଭାରତୀୟ ଷ୍ଟେଡ଼ ବ୍ୟାଙ୍କ ଏଟିଏମ ରୁ ଲୁଟ କରିବା ଉଦ୍ୟମରେ କେହି ଦୁର୍ବୃତ୍ତ ତାହାକୁ ଭାଙ୍ଗି ଦେବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି । ଆଜି ସକାଳେ ଏ ନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଧ୍ୟାହ୍ନ ରେ ବ୍ରହ୍ମପୁର ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ରେ ତଦନ୍ତ ଆରମ୍ଭ କରି ଫେରିଛନ୍ତି । ଅପରପକ୍ଷରେ ବ୍ୟାଙ୍କ ମ୍ୟାନେଜର ସୁରେଶ କୁମାର ପୃଷ୍ଟି ଏ ନେଇ ଥାନା ରେ ଏକ ଏତଲା ଦେବା ସହ ପୋଲିସ ୪୬୩/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ