ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇ ଗାଁ କୁ ସନଇଟାଇଜ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ରେ କିଛି ମାତ୍ରା ରେ ଆକ୍ରାନ୍ତ କମୁଥିବା ବେଳେ କିଛି ଜାଗରେ ଅକ୍ରାନ୍ତ ହେଉଛନ୍ତି, ଲୋକେ ଏହାକୁ ନେଇ ଆଜି ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବିଙ୍କ ନିର୍ଦ୍ଧେଶ କ୍ରମେ ମୋହନା ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ କର୍ମଚାରୀ ମିଳିତ ଭାବେ ମୋହନା ବ୍ଲକ ର ଦୁଇ ଗାଁ ପାଲୁକୁଆ ଓ ଖଣି ଗ୍ରାମକୁ ସନଇଟାଇଜ କରାଯାଇଛି , ମୋହନା ମେଡିକାଲ କୁ ମଧ୍ୟ ବନ୍ଦ ରଖା ଯାଇଛି |