ବିମାନ ମ୍ୟାନେଜରଙ୍କ ଏଭଳି ମନୋଭାବ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଏହି ଘଟଣାର ତଦନ୍ତ ପାଇଁ କ୍ୟାବିନ ସର୍ଭିସର ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ପର ପୁରୁଷଙ୍କ ସହ ରାତି କାଟିବାକୁ ପଡ଼େ ମହିଳାଙ୍କୁ
ଆଫ୍ରିକାରେ ରହିଥିବା ଜନଜାତିଙ୍କ ପରମ୍ପରା କଥା ଶୁଣିଲେ ବେଳେ ବେଳେ ଲୋମ ଟାଙ୍କୁରି ଉଠେ । ସେମିତି ଏକ ଜନଜାତି ହେଉଛନ୍ତି ଘାନା ଜନଜାତି । ବିବାହକୁ ନେଇ ଏଠାରେ ପ୍ରଚଳିତ ହୁଏ ଅଜବ ପରମ୍ପରା । ଏହି ସମ୍ପ୍ରଦାୟରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ହେଲେ ଏଠି ଯଦି କେହି ବିଧବା ବିବାହ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ଅପରିଚିତ ପୁରୁଷଙ୍କ ସହ ରାତି କାଟିବାକୁ ପଡେ । ଏହାପରେ ଯାଇ ବିଧବା ଜଣଙ୍କ ଦ୍ୱିତୀୟ ଥର ବିବାହ କରିପାରନ୍ତି ।