ଓଡିଶା ଆସୁଛନ୍ତି ଆମିକସ୍କ୍ୟୁରି
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରିରହିଛି ଉଛେଦ କାର୍ଯ୍ୟ ଏହାର ଅନିଧ୍ୟନ କରିବା ପାଇଁ କରିବା ପାଇଁ ଶୁକ୍ରବାର ଆସୁଛନ୍ତି ଆମିକସ୍କ୍ୟୁରି ଓ ସିଲିସେଟର ଜେନେରାଲ ସ୍ଥିତି ଅନୁଧ୍ୟାନ ପାଇଁ ସୁପ୍ରିମ୍କୋର୍ଟ ଆମିକସ୍କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍କ୍ୟୁରି ୭ ତାରିଖରେ ପୁରୀ ଆସିବାର କାର୍ୟ୍ୟକ୍ରମ ଥିଲା। ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇଛି। ଆସନ୍ତାକାଲି ଆମିକସକ୍ୟୁରି ଓ ସିଲିସେଟର ଜେନେରାଲ ପୁରୀ ଆସିବାର ରହିଛି ।