ମଥୁରାରେ ପ୍ରଧାନମନ୍ତ୍ରୀ

ମଥୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟରନେରୀ ବିଶ୍ଵଵିଦ୍ୟାଳୟରେ ପଶୁମାନଙ୍କ ପାଇଁ ଏକ କାର‌୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ପଶୁମାନଙ୍କୁ କିପରି ବିଭିନ୍ନ ରୋଗରୁ ରକ୍ଷାକରାଯାଇପାରିବ ସେ ନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ସମଗ୍ର ଦୁନିଆକୁ ପ୍ଲାଷ୍ଟିକ ମୁକ୍ତ ଭାରତ ନିର୍ମାଣ କରିବାକୁ ବାର୍ତ୍ତା ଦେଇଛନ୍ତି। କେଉଁ ପ୍ଲାଷ୍ଟିକ କେଉଁଠାରେ ରଖାଯିବ ସେହି ବିଷୟରେ ତଥ୍ୟ ନେଇଥିଲେ। ତେବେ ଏହି ମହିଳାମାନଙ୍କୁ ମୋଦୀ ସମ୍ମାନିତ ମଧ୍ୟ କରିଛନ୍ତି। ଏହି ୨୫ଜଣ ମହିଳାଙ୍କୁ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ