ଚମକିବେ ଓଡିଆ ପୁଅପ୍ରମୋଦ ମିଶ୍ର

ଓଡିଆ ଏବେ ଚମକିବେ ଦିଲ୍ଲୀ ଦରବାରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରମୁଖ ସଦିବ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରମୋଦ ମିଶ୍ର । ସେ ଆଇଏଏସ ଅଧିକାରୀ ନୃପେନ୍ଦ୍ର ମିଶ୍ର ପଦ ଛାଡିବା ପରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜୁରାଟର ପ୍ରମୁଖ ଶାସନ ସଚିବ ରହିଥିଲେ । ଆଉ ଏହି ସମୟରୁ ହିଁ ମୋଦିଙ୍କ ବିଶ୍ୱସ୍ତ ଅଫିସରଙ୍କ ତାଲିକାରେ ଯୋଡି ହୋଇଥିଲା ପ୍ରମୋଦଙ୍କ ନାଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ