କାର୍ଟୁନ କାଫେ

ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ । ଏପରି କାଫେ ରହିଛି ଜାପାନରେ । ଶିନ୍ ଓକୁବୋ ଜିଲ୍ଲାରେ ଥିବା ଏହି କାଫେକୁ “ଟୁ ଡି କାଫେ’ କୁହାଯାଉଛି । ଏହି କାଫେରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଜିନିଷ କାର୍ଟୁନ୍ରେ ତିଆରି ହୋଇଛି । ଏହି କାଫେର କାନ୍ଥ, ଡାଇନିଂ ଟେବୁଲ, ବେସିନ୍ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କାର୍ଟୁନ ଚିତ୍ର ପରି ହୋଇଛି । ଏହା ଖୁବ୍ ସୁନ୍ଦର ଦେଖାଯାଉଛି । ସବୁଠୁ ମଜା କଥା ହେଲା; ଏହି କାଫେରେ ଥିବା ସମସ୍ତ ବାସନ ଏବଂ ଫର୍ଣ୍ଣିଚର ଏପରି କାର୍ଟୁନ ପରି ହୋଇଛି । ଯେମିତି ସବୁ ନକଲି ଲାଗିବ । କିନ୍ତୁ ବାସ୍ତବରେ ଅସଲି । ଏହି କାଫେରେ କିସ୍ମିସ୍, ଡାଳିମ୍ବ, ଟମାଟୋ, ଆମ୍ବ ରସରେ ଚା’ ପ୍ରସ୍ତୁତ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ